Jump to content

ଯେବଣ

ଉଇକିଅଭିଧାନ‌ରୁ

ଯେବଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) ସର୍ବ

[ସମ୍ପାଦନା]

(ଏକ ବଚନ) ଯେଉଁ (ବ୍ୟକ୍ତି) — Which one; who.

[ଉ—ଅତି ସମରଥ ଯେବଣ ଲୋକ, ବୋଝ ଭାର ବୋହି ଲୋଚା ତା ବେକା ଢଗ ]

୨. ଯେଉଁ; ଯେ —୨. Which.

[ଉ—ଯେବଣ ପ୍ରକାରେ କାର୍ଯ୍ୟ ହୋଇବଟି ସିଦ୍ଧି ବିଶ୍ୱନାଥ. ବିଚିତ୍ରରାମାୟଣ]