ଯେମତି
ଯେମତି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ତେ (ସେ) ମତ (ତି, ତେ, ନ୍ତ, ନ୍ତି, ନ୍ତେ)—ଅପେକ୍ଷିକ ଶବ୍ଦ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଯେମିତି—ଗ୍ରାମ୍ୟରୂପ)
ଦେଶଜ - ଅ (ସଂସ୍କୃତ - ଯନ୍ନତଂ; ପ୍ରା ଜେମ)[ସମ୍ପାଦନା]
- ୧. ଯେଉଁପରି; ଯେପରି; ଯେଉଁ ପ୍ରକାରେ — ୧. Like which; in which way.
[ଉ— ସୌରାଜ୍ୟେ ପ୍ରଜା ପୂର୍ଣ୍ଣ ରାଷ୍ଟ୍ର ଯେମତି ରାଧାନାଥ. ତୁଳସୀ ସ୍ତବକ]
- ୨. ଯଥା —୨. As.