ଯେହି

ଉଇକିଅଭିଧାନ‌ରୁ

ଯେହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ସର୍ବ (ସଂସ୍କୃତ - ଯତ୍+ହି)[ସମ୍ପାଦନା]

୧. ଯେ; ଯେଉଁ ବ୍ୟକ୍ତି; ଯେବଣ ଲୋକ —୧. Which person; who.

(ଉ—ସ୍ୱତନ୍ତ୍ର ପ୍ରଭୁ ଅଟେ ଯେହି ଜଗନ୍ନାଥ. ଭାଗବତ)

୨. ଯେଉଁ ପ୍ରାଣୀ —୨. Which animal; whichever animal.
୩. ଯେ କୌଣସି ବ୍ୟକ୍ତି ବା ପ୍ରାଣୀ —୩. Whoever.