ଯେହ୍ନେ

ଉଇକିଅଭିଧାନ‌ରୁ

ଯେହ୍ନେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଯେହ୍ନେକ—ପଦ୍ୟବ୍ୟବହୃତ ରୂପ)

ଦେଶଜ - (ପଦ୍ୟ) ଅ (ପ୍ରା. ଯେହ୍ନେ)[ସମ୍ପାଦନା]

୧. ଯେଉଁପରି; ଯେପରି — ୧. As; like.

(ଉ—ଗନ୍ଧର୍ବେତ ଯୁଦ୍ଧରେ ଅଟନ୍ତି ମନୁଆଁ, ବାଜି କାଣ୍ଡ କ୍ରୋଧେ ଜଳିଲେ ଯେହ୍ନେ ନିଆଁ କୃଷ୍ଣସିଂହ. ମହାଭାରତ. ବନ)

୨. ସତେ ପରା; ସତେ ଅବା —୨. As if.