ଯୋଗାଇବା

ଉଇକିଅଭିଧାନ‌ରୁ

ଯୋଗାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଯୁଜ୍ ଧାତୁ)[ସମ୍ପାଦନା]

୧. (ସକର୍ମକ)ଆବଶ୍ୟକ ବସ୍ତୁ ଆଣି ପହଞ୍ଚାଇବା —୧. To supply.
୨. (ଅକର୍ମକ) (ବିବାହ, ବ୍ରତ ଆଦି) ଜ୍ୟୋତିଷ ମତରେ ଶୁଭଯୋଗ ଯୁକ୍ତ ହେବା —୨. To suit to the planets of a person's horoscope (said of marriage etc. which have to be performed if a person's stars are in auspicious positions.

(ଯଥା—ଝିଅକୁ ଆଗାମୀ ୨ ବର୍ଷକାଳ ବିଭା ଯୋଗାଉ ନାହିଁ)

୩. ଯୋଗ୍ୟ ହେବା —୩. To befit; to be fit for.

(ଯଥା—ଭାଇବୋହୁଠେଇଁ ବଥ ହେଲେ ଦେଖି ଯୋଗାଏ ନାହିଁ କି, ଛୁଇଁ ଯୋଗାଏ ନାହିଁ)

୪. (କୌଣସି କାର୍ଯ୍ୟ କରିବାକୁ) ଉଚିତ ହେବା —୪. To be proper; to becoming.

[ ଉ—ଋଜୁ ମୃଦୁ ହ୍ରୀମନ୍ତ ସତ୍ୟବାଦୀ ହୋଇ, ଏଡ଼େ ପାପ କଥା କରିବା ନ ଯୋଗାଇ କୃଷ୍ଣସିଂହ. ମହାଭାରତ. ବନ]

୫. ମନକୁ ପାଇବା —୫. To seem fitting; to accord to one's desires.
୬. ରୁଚିକର ହେବା; ରୁଚିବା — ୬. To suit one's tastes.

(ଉ— ଏ ମହାଭାରତକୁ କର୍ଣ୍ଣରେ ଶୁଣିଲେ, ଆନ କଥା ମନକୁ ନ ଯୋଗାଇ ଭଲେ କୃଷ୍ଣସିଂହ. ମହାଭାରତ. ଆଦି)