Jump to content

ଯୋଗାକର୍ଷଣ

ଉଇକିଅଭିଧାନ‌ରୁ

ଯୋଗାକର୍ଷଣ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ପଦାର୍ଥବିଜ୍ଞାନ ପରିଭାଷା)

ପଦାର୍ଥସ୍ଥ ପରମାଣୁ— ସମୂହର ପରସ୍ପର ଆକର୍ଷଣ; ଯେଉଁ ଆକର୍ଷଣ ବଳରେ ଆକୃଷ୍ଟ ହୋଇ ପଦାର୍ଥର ପରମାଣ ସମୂହ ଏକତ୍ର ସମ୍ୱନ୍ଧ ହୋଇ ରହେ ଓ ବିଛିନ୍ନ ହୁଏ ନାହିଁ — (physics) Choesion.