ଯୋନି

ଉଇକିଅଭିଧାନ‌ରୁ

ଯୋନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯୁ ଧାତୁ=ଯୋଗ କରିବା+କର୍ତ୍ତୃ. ନି;+ଈ)[ସମ୍ପାଦନା]

୧. ସ୍ତ୍ରୀଜନନେନ୍ଦ୍ରିୟ; ଭଗ — A Vagina; the vulave; the female organ of generation.
୨. କାରଣ; ହେତୁ —୨. Cause; origin.
୩. ଉତ୍ପତ୍ତି ସ୍ଥଳ —୩. The place of origin; source; spring.

[ଦ୍ରଷ୍ଟବ୍ୟ —ଜୀବମାନଙ୍କର ଉତ୍ପତ୍ତିସ୍ଥଳ ହିନ୍ଦୁ ଶାସ୍ତ୍ରରେ ୮୪: ଲକ୍ଷ ପ୍ରକାର ବୋଲି ବର୍ଣ୍ଣିତ ହୋଇ ଅଛି, କିନ୍ତୁ ପ୍ରଧାନତଃ ଜୀବମାନେ ଏହି ଦୃଷ୍ଟିରେ ୪ ଶ୍ରେଣୀରେ ବିଭକ୍ତ ଯଥା—ଅଣ୍ଡଜ, ସ୍ୱେଦଜ, ଉଦ୍ଭିଜ୍ଜ, ଜରାୟୁନ ସଂସାରରେ ଜଳଜନ୍ତୁ—୯ ଲକ୍ଷ, ସ୍ଥାବର ୨ ଲକ୍ଷ, କୃମି ୧୧: ଲକ୍ଷ, ପକ୍ଷୀ. ୧ ଲକ୍ଷ, ପଶୁ ୩ ଲକ୍ଷ, ମନୁଷ୍ୟ ୪ ଲକ୍ଷ, ସର୍ବ— ମୋଟ ୮୪: ଲକ୍ଷ ଜୀବ ବୋଲି ଶାସ୍ତ୍ରରେ କଥିତ ଜୀବ ସ୍ୱୀୟ କର୍ମ ଫଳରେ ଏ ସବୁଯୋନିରେ ଭ୍ରମଣ କରେ ମନୁଷ୍ୟ— ଯୋନି ସବୁଠାରୁ ଶ୍ରେଷ୍ଠ ଓ ଦୁର୍ଲଭ—ହିନ୍ଦୀ - ଶ]

୪. ଜୀବ— ଗଣର ମାତୃ ଗର୍ଭରୁ ଉତ୍ପତ୍ତି ସ୍ଥାନ —୪. The passage through which animals are born.
୫. ଜଳ —୫. Water.
୬. କୌଣସି ଜୀବରୂପରେ ଜାତ ପ୍ରାଣୀମାନଙ୍କ ବିଭାଗ, ଜାତି ବା ବର୍ଗ (ହିନ୍ଦୀ - ଶ.) — ୬. Species of animals.
୭. ଉତ୍ପତ୍ତିର କାରଣ —୭. Generating cause (Apte).
୮. ଖଣି; ଆକର (ହିନ୍ଦୀ - ଶ) —୮. Mine.
୯. ଆଧାର —୯. Seat; repository; receptacle (Apte).
୧. ଆବାସ —୧୦. Home; a bode (Apte).
୧୧. ଜୀବ— ରୂପେ ଅବସ୍ଥିତି —୧୧. Form of animal existence (Apte).

(ଯଥା—ପାପୀଲୋକ ପରଜନ୍ମରେ ପଶୁ— ଯୋନି ପ୍ରାପ୍ତ ହୁଏ)

୧୨. ପୂର୍ବଫାଲ୍ଗୁନୀ ନକ୍ଷତ୍ର — ୧୨. The ୧୧th asterism (Apte).
୧୩. ଅନ୍ତଃକରଣ (ହିନ୍ଦୀ - ଶ) —୧୩. Heart (Apte).
୧୪. ଗର୍ଭ; ଗର୍ଭାଶୟ (ହିନ୍ଦୀ - ଶ) —୧୪. Womb; uterus (Apte).
୧୫. ଜନ୍ମ (ହିନ୍ଦୀ - ଶ) — ୧୫. Birth.