ଯୌନ

ଉଇକିଅଭିଧାନ‌ରୁ

ଯୌନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯୌନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ -(ଯୋନି+ସମ୍ୱନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ୱନ୍ଧରୁ ଆଗତ)[ସମ୍ପାଦନା]

୧. ଯୋନି ସମ୍ୱନ୍ଧୀୟ — ୧. Relating to the female orgen.
୨. ମାତୃଗର୍ଭ ସମ୍ୱନ୍ଧୀୟ —୨. Uterine.
୩. ମାତୃ— ଗର୍ଭ ଜାତ —୩. Born from the mother's womb.
୪. ବିବାହସମ୍ୱନ୍ଧୀୟ —୪. Matrimonial; resulting from marriage.

ବିଶେଷ୍ୟ -[ସମ୍ପାଦନା]

୧. ଯୋନି ସମ୍ୱନ୍ଧୀୟ ପାପ, ନୀଚ ଯୋନି ବା ନିଷିଦ୍ଧ ଯୋନିର ସଙ୍ଗମ କରିବା ଜମିତ ପାପ —୧. Incest; sexual sin committed by a man; sin due to a man cohabiting with a female of prohibited decree.
୨. ବିବାହ —୨. Marriage (Apte).
୩. ବିବାହ ସମ୍ୱନ୍ଧ — ୩. Matrimonial alliance (Apte).
୪. ମହାଭାରତରେ ଉଲ୍ଲିଖିତ ଉତ୍ତରାପଥର ଏକ ପ୍ରାଚୀନ ଜାତି (ଏମାନେ ପୂର୍ବେ ଯବନ ଥିବା ଅନୁମିତ) (ହିନ୍ଦୀ - ଶବ୍ଦସାଗର) — ୪. Name of an ancient tribe of North India.