ଯୌନ
ଦେଖଣା
ଯୌନ
ଉଚ୍ଚାରଣ
[ସମ୍ପାଦନା](ଯୌନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -(ଯୋନି+ସମ୍ୱନ୍ଧେ. ଅ; ଯୋନିର ଯୋଗରୁ ବା ସମ୍ୱନ୍ଧରୁ ଆଗତ)
[ସମ୍ପାଦନା]- ୧. ଯୋନି ସମ୍ୱନ୍ଧୀୟ — ୧. Relating to the female orgen.
- ୨. ମାତୃଗର୍ଭ ସମ୍ୱନ୍ଧୀୟ —୨. Uterine.
- ୩. ମାତୃ— ଗର୍ଭ ଜାତ —୩. Born from the mother's womb.
- ୪. ବିବାହସମ୍ୱନ୍ଧୀୟ —୪. Matrimonial; resulting from marriage.
ବିଶେଷ୍ୟ -
[ସମ୍ପାଦନା]- ୧. ଯୋନି ସମ୍ୱନ୍ଧୀୟ ପାପ, ନୀଚ ଯୋନି ବା ନିଷିଦ୍ଧ ଯୋନିର ସଙ୍ଗମ କରିବା ଜମିତ ପାପ —୧. Incest; sexual sin committed by a man; sin due to a man cohabiting with a female of prohibited decree.
- ୨. ବିବାହ —୨. Marriage (Apte).
- ୩. ବିବାହ ସମ୍ୱନ୍ଧ — ୩. Matrimonial alliance (Apte).
- ୪. ମହାଭାରତରେ ଉଲ୍ଲିଖିତ ଉତ୍ତରାପଥର ଏକ ପ୍ରାଚୀନ ଜାତି (ଏମାନେ ପୂର୍ବେ ଯବନ ଥିବା ଅନୁମିତ) (ହିନ୍ଦୀ - ଶବ୍ଦସାଗର) — ୪. Name of an ancient tribe of North India.