Jump to content

ରଇତଉଆର୍

ଉଇକିଅଭିଧାନ‌ରୁ

ରଇତଉଆର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ରାଇୟାତ୍ ବାର୍)

[ସମ୍ପାଦନା]
୧. ରଇତ— ସମ୍ୱନ୍ଧୀୟ —୧. Relating to a rayat.
୨. ରଇତଦ୍ୱାରା ଅଧିକୃତ — ୨. Held by a tenant.

[ଯଥା—ରଇତଉଆଚ୍ ଜମି=ରଇତ ଚାଷ କରୁଥିବା ଜମି]