Jump to content

ରଇତାନି

ଉଇକିଅଭିଧାନ‌ରୁ

ରଇତାନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ରଇତିଆ, ରଇତିଆନି—ଦେଶଜ - ବିଶେଷଣ - ରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଆରବୀ - ରାୟାତାନ୍, ବହୁବଚନ)

[ସମ୍ପାଦନା]

ରଇତମାନେ; ରଇତ ମଣ୍ଡଳୀ —Rayats; a body of rayats.

ବିଶେଷଣ -

[ସମ୍ପାଦନା]
୧. ରଇତଦ୍ୱାରା ଅଧିକୃତ (ଭୂମି) — ୧. Held by a rayat.
୨. ରଇତି; ରଇତ ସମ୍ୱନ୍ଧୀୟ —୨. Relating to a rayat.

(ଯଥା—ରଇତାନି ଖତିଆନ)