ରଇ ଜଳେଇବା
ଦେଖଣା
ରଇ ଜଳେଇବା
ଉଚ୍ଚାରଣ
[ସମ୍ପାଦନା][ରଇ ଲଗା (ଗେ) ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରଇ ଜଳେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚିତାଗ୍ନିର ପ୍ରଜ୍ୱଳନ କରିବା —୧. To set fire to the funeral pyre.
- ୨. କାଠଗଦା କରି ତହିଁରେ ନିଆଁ ଲଗାଇବା —୨. To set fire to a heap of wood.
- ୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କ୍ରୋଧାଗ୍ନି ଉଦ୍ଦୀପ୍ତ ହେବାର କାରଣ ହେବା — ୩. (figurative) To cause a person's wrath; to exasperate a person.