ରଇ ଶୀତଳାଇବା
ଦେଖଣା
ରଇ ଶୀତଳାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଇ ଶୀତଳାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶବଦାହର ତୃତୀୟ ଦିନ ଚିତାଭସ୍ମଉପରେ ଜଳାଦି ଢାଳି ତାହା ଲିଭାଇବା —To extinguish the fire of the cremation ashes (with water) on the ୩rd day of cremation.