ରକଟା ଛଡ଼ାଇବା
ଦେଖଣା
ରକଟା ଛଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକଟା ଛଡ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଇଣ୍ଠା ବା ଶଙ୍ଖୁଡ଼ି ବାସନକୁ ପାଣିରେ ବତୁରାଇ ଓ ଉତ୍ତମ— ରୂପେ ମାଜି ତହିଁରେ ଲାଗି ଶୁଖିଯାଇଥିବା ଖାଦ୍ୟ ଦ୍ରବ୍ୟର ଜଣାମାନଙ୍କୁ ତଡ଼ା ଛଡ଼ାଇବା —୧. To cleacse the darticles of food etc. sticking to a plate remaining long unwashed ofter use use.
- ୨. କୌଣସି ପଦାର୍ଥରେ ବସିଥିବା ମଳିକୁ ପରଷ୍କାର କରିବା —୨. To cleanse the dirt sticking to an article.