Jump to content

ରକମ୍

ଉଇକିଅଭିଧାନ‌ରୁ

ରକମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ଶ୍ରେଣୀ; ପ୍ରକାର — ୧. Kind; sort; class.
୨. ଧରଣ; ରୀତି —୨. Mode.
୩. କିସ୍ମତ୍; ହିଁସା; ଅଂଶ —୩. Share.

(ଯଥା—ଜମିଦାରିର ରକମ ତିନି ଅଣା—ଜମିଦାରୀର ୩/୧୬: ଅଂଶ)

୪. ସାମଗ୍ରୀ; ଚିଜ; ବସ୍ତୁ; ପଦାର୍ଥ —୪. Thing; article.

(ଯଥା— ନାନା ରକମ, ବଣିଆତି ରକମ, ଅଉଲ ରକମ, ଉନ୍ଦା ରକମ୍, ହରେକ୍ ରକମ)