ରକ୍ତବୀଜ ବଂଶ
ଦେଖଣା
ରକ୍ତବୀଜ ବଂଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତବୀଜ ବଂଶ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରକ୍ତବୀଜ ଅସୁର ପରି ଯାହାର ବଂଶ ମାଡ଼ି ଯାଉଥାଏ (ଯଥା—ଛାରପୋକ) — A term applied to being who multiply swiftly.
[ଦ୍ରଷ୍ଟବ୍ୟ —କୌଣସି ଲୋକର ବଂଶବୃଦ୍ଧି ହେଲେ ବା ବହୁସନ୍ତାନ ଜନ୍ମିଲେ ଲୋକ କହନ୍ତି. ତା ବଂଶ ରକ୍ତବୀଜ ଭଳି ମାଡ଼ି ଯାଉଛି]