ରକ୍ତା

ଉଇକିଅଭିଧାନ‌ରୁ

ରକ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରକ୍ତ+ଆ)[ସମ୍ପାଦନା]

ରକ୍ତ (ଦେଖ) - —Rakta (See)

ବିଶେଷ୍ୟ -[ସମ୍ପାଦନା]

୧. ଗୁଞ୍ଜା; କାଇଞ୍ଚ —୧. A creeper; Abrus Precatorius.
୨. ଲାଖ; ଲକ୍ଷା —୨. Lac; shellac.
୩. ରକ୍ତ ପୁଷ୍ପୀ (ଦେଖ) - ୩. Rakta pushpī (See)
୪. ମଞ୍ଜିଷ୍ଠା (ହିନ୍ଦୀ - ଶ) —୪. Indian madder.
୫. ରକ୍ତଝିଣ୍ଟୀ — ୫. Barlarriaa Cristata.
୬. ନାଲି ଶିମ୍ୱ (ହି ଶ) —୬. The red bean.
୭. ଲକ୍ଷଣା କନ୍ଦ (ହିନ୍ଦୀ - ଶ) —୭. A kind of reddish flag.
୮. ବଚ (ହିନ୍ଦୀ - ଶ) —୮. The sweet flag.
୯. ଏକପ୍ରକାର କୀଟ ବା ମା୘ଡ଼ସା (ହିନ୍ଦୀ - ଶ) — ୯. A kind of spider.
୧. (ସଙ୍ଗୀତ) ପଞ୍ଚମସ୍ୱରର ୪ଟି ଶ୍ରୁତି ମଧ୍ୟରୁ ଦ୍ୱିତୀୟ ଶ୍ରତି —୧୦. Name of a secondary tune in music.
୧୧. କାନ ପାଖର ଏକଶିରା (ହିନ୍ଦୀ - ଶ) —୧୧. A vein passing by the ear.
୧୨. (ରଞ୍ଜଧାତୁ+କର୍ତ୍ତୃ. ତୃ; ରକ୍ତୃ ଶବ୍ଦ ୧ମା ୧ବ.)—ଚିତ୍ରକର; ରଙ୍ଗ କରିବା ବ୍ୟକ୍ତି —୧୨. A painter; a dyer (Apte).