ରକ୍ତାକ୍ତ
ଦେଖଣା
ରକ୍ତାକ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (୩ୟା ତତ୍; ରକ୍ତ+ଅକ୍ତ)
[ସମ୍ପାଦନା]- ୧. ରକ୍ତରଞ୍ଜିତ; ରକ୍ତ ବୋଳା ହୋଇଥିବା —୧. Coloured with blood; blood-reddened; bloody.
- ୨. ନାଲି ରଙ୍ଗ କରାଯାଇ ଥିବା —୨. Dyed red; coloured red; blood-red.
ବିଶେଷ୍ୟ -
[ସମ୍ପାଦନା]ରକ୍ତଚନ୍ଦନ (ଦେଖ) - —Raktachandana (See)