ରକ୍ତାକ୍ତ

ଉଇକିଅଭିଧାନ‌ରୁ

ରକ୍ତାକ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ରକ୍ତ+ଅକ୍ତ)[ସମ୍ପାଦନା]

୧. ରକ୍ତରଞ୍ଜିତ; ରକ୍ତ ବୋଳା ହୋଇଥିବା —୧. Coloured with blood; blood-reddened; bloody.
୨. ନାଲି ରଙ୍ଗ କରାଯାଇ ଥିବା —୨. Dyed red; coloured red; blood-red.

ବିଶେଷ୍ୟ -[ସମ୍ପାଦନା]

ରକ୍ତଚନ୍ଦନ (ଦେଖ) - —Raktachandana (See)