ରକ୍ତାରକ୍ତି
ଦେଖଣା
ରକ୍ତାରକ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତାରକ୍ତି
|
ଦେଶଜ - ବିଶେଷ୍ୟ -(ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ପରସ୍ପର ରକ୍ତପାତ ପୂର୍ବକ ଦ୍ୱନ୍ଦଯୁଦ୍ଧ —Mutual fighting ending in bloodshed or bleeding wounds.
ବିଶେଷଣ -
[ସମ୍ପାଦନା]ପରସ୍ପର ରକ୍ତବୁହା ବୋହି ହୋଇ ଦ୍ୱନ୍ଦ ଯୁଦ୍ଧ କରୁଥିବା (ବ୍ୟକ୍ତିଦ୍ୱୟ) —(two persons) Fighting with each other, so that bleeding wounds are produced.