ରକ୍ତାରକ୍ତି

ଉଇକିଅଭିଧାନ‌ରୁ

ରକ୍ତାରକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ବଙ୍ଗଳାରୁ ଅନୁକୃତ)[ସମ୍ପାଦନା]

ପରସ୍ପର ରକ୍ତପାତ ପୂର୍ବକ ଦ୍ୱନ୍ଦଯୁଦ୍ଧ —Mutual fighting ending in bloodshed or bleeding wounds.

ବିଶେଷଣ -[ସମ୍ପାଦନା]

ପରସ୍ପର ରକ୍ତବୁହା ବୋହି ହୋଇ ଦ୍ୱନ୍ଦ ଯୁଦ୍ଧ କରୁଥିବା (ବ୍ୟକ୍ତିଦ୍ୱୟ) —(two persons) Fighting with each other, so that bleeding wounds are produced.