ରକ୍ତ ଆବୁ

ଉଇକିଅଭିଧାନ‌ରୁ

ରକ୍ତ ଆବୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତ ଓ ଅର୍ବୁଦ)[ସମ୍ପାଦନା]

ପ୍ରସବ ସମୟରେ ଶିଶୁର ମୁଣ୍ଡରେ ଖୁବ୍ ଚାପ ପଡ଼ିବା ଯୋଗୁଁ ତା ମୁଣ୍ଡରେ ବାହାରିବା ରକ୍ତ ବର୍ଣ୍ଣର ଆବୁ (ଡାକ୍ତର ରାଜକିଶୋର—ପ୍ରସୂତିଚର୍ଯ୍ୟା) —Haematoma.