Jump to content

ରକ୍ତ କାଟି ଦେବା

ଉଇକିଅଭିଧାନ‌ରୁ

ରକ୍ତ କାଟି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରକ୍ତରେ ବାଡ଼ ଦେବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

(ରକ୍ତ ତୁଟା(ଟେ)ଇବା—ଅନ୍ୟରୂପ)

(ରକ୍ତ କଟିଯିବା, ରକ୍ତ ତୁଟିଯିବା—ବିଶେଷ୍ୟରୂପ)

ଦେ଼.କ୍ରିୟାପଦ -

[ସମ୍ପାଦନା]
୧. ରକ୍ତସମ୍ପର୍କୀୟ କୁଟୁମ୍ୱିତାକୁ ଅଗ୍ରାହ୍ୟ କରି ଶତ୍ରୁତାଚରଣ କରିବା — ୧. To disregard the ties of blood- relations.
୨. ସାମାଜିକ ଉତ୍ସବାଦିରେ ରକ୍ତସମ୍ପକୀର୍ୟ କୌଣସି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ନ କରିବା —୨. To exclude a blood relation from invitation to one's social ceremonies.