Jump to content

ରକ୍ତ କ୍ଷରଣ

ଉଇକିଅଭିଧାନ‌ରୁ

ରକ୍ତ କ୍ଷରଣ

ଉଚ୍ଚାରଣ

[ସମ୍ପାଦନା]

[ରକ୍ତକ୍ଷୟ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କ୍ଷତି ଆଦିରୁ ଟୋପା ଟୋପା ହୋଇ ରକ୍ତ ଝରିବା; ରକ୍ତସ୍ରାବ —The oozing of blood from a wound.