Jump to content

ରକ୍ତ ଚନ୍ଦନ

ଉଇକିଅଭିଧାନ‌ରୁ

ରକ୍ତ ଚନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ରକ୍ତବର୍ଣ୍ଣ କାଷ୍ଠ — ୧. The red sandal; pterocarpus Santanius; pterocarpus Santalinus (Kirtikar).

[ଦ୍ରଷ୍ଟବ୍ୟ —ଏହା ଚନ୍ଦନ ଜାତୀୟ ନୁହେ ଓ ଏହାର କାଠ ସୁଗନ୍ଧ ନୁହେ]

୨. ବକମ ଗଛ — ୨. The red Sappan wood.
୩. ଜାଫ୍ରାନ୍ — ୩. Saffron.