ରକ୍ତ ନଦୀ

ଉଇକିଅଭିଧାନ‌ରୁ

ରକ୍ତ ନଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତନଈ—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ - (ରୂପକ; ରକ୍ତ + ନଦୀ)[ସମ୍ପାଦନା]

୧. ବହୁପରିମାଣରେ ରକ୍ତ ପ୍ରବାହ —୧. River of blood; blood flowing like river.
୨. ପ୍ରଭୁତ ରକ୍ତସ୍ରାବ —୨. Copious discharge of blood.