ରକ୍ତ ପକ୍ଷ

ଉଇକିଅଭିଧାନ‌ରୁ

ରକ୍ତ ପକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ରକ୍ତ +ପକ୍ଷ)[ସମ୍ପାଦନା]

୧. ନାଲିଆ ଡ଼େଣା — ୧. Red wings.
୨. (ବହୁବ୍ରୀହି)— ଗରୁଡ଼ —୨. Garuṟḍ̠a, the king of birds.

ବିଶେଷଣ - ପୁଂ.[ସମ୍ପାଦନା]

ରକ୍ତପକ୍ଷଯୁକ୍ତ —Having red wings.