ରକ୍ତ ପତାକା

ଉଇକିଅଭିଧାନ‌ରୁ

ରକ୍ତ ପତାକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ନାଲିଆ ବର୍ଣ୍ଣର ପତାକା — ୧. Red flag.
୨. (ଲକ୍ଷଣାର୍ଥ)— ଯୁଦ୍ଧରେ ବା ହତ୍ୟାରେ ରକ୍ତ କ୍ଷୟ ହେବାର ଆନ୍ଦୋଳନରେ ବା ଉଦ୍ୟମରେ ନେତୃତ୍ୱ —୨. Leadership of a movement where bloodshed is invitable.
୩. ହତ ଶତ୍ରୁର ରୁଧିରଞ୍ଜିତ ପତାକା —୩. Bloody flag; flag besmeared with the blood of the killed enemy.