ରକ୍ତ ଫଳା

ଉଇକିଅଭିଧାନ‌ରୁ

ରକ୍ତ ଫଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିମ୍ୱିକା; ବିମ୍ୱ; ଗୋରୁ ଖିଆ ଲତା — ୧. A cucurbitatious creeper; Memordica Monadeplha.
୨. ସ୍ୱର୍ଣ୍ଣବଲ୍ଲୀ ନାମକ ଲତା —୨. A varity of creeper.

[ ଦ୍ର—ଏହାର ଅନ୍ୟ ସଂସ୍କୃତ - ନାମ କୀକୟଃ, କାକବଲ୍ଲରୀ ଏହା ଶିରୋରୋଗ ଓ ତ୍ରିଦୋଷ ନାଶକ ଏବଂ ସ୍ତନ୍ୟବର୍ଦ୍ଧକ— ଦ୍ରବ୍ୟଗୁଣ