Jump to content

ରକ୍ତ ବର୍ଣ୍ଣ

ଉଇକିଅଭିଧାନ‌ରୁ

ରକ୍ତ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]
(ରକ୍ତ ବର୍ଣ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ନାଲି ରଙ୍ଗ —୧. Red colour.
୨. ଇନ୍ଦ୍ର ଗୋଡ଼ା ପୋକ; ସାଧବ ବୋହୁ ପୋକ —୨. Cochineal insect.
୩. ସ୍ୱର୍ଣ୍ଣ —୩. Gold (Apte).

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ନାଲିଆ — Red.