ରକ୍ତ ବସନ
ଦେଖଣା
ରକ୍ତ ବସନ
ଉଚ୍ଚାରଣ
[ସମ୍ପାଦନା](ରକ୍ତବସ୍ତ୍ର—ଅନ୍ୟରୂପ)
ରକ୍ତ ବସନା, ରକ୍ତ ବସ୍ତ୍ରାସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା)—ନାଲି ଲୁଗା — ୧. Red cloth.
- ୨. ଗେରୁଆ ଲୁଗା — ୨. Red-coloured cloth
- ୩. (ବହୁବ୍ରୀହି) ସନ୍ୟାସୀ —୩. A mendicant
ସଂସ୍କୃତ - ବିଶେଷଣ - ପୁଂ.
[ସମ୍ପାଦନା]ନାଲି ବା ରଞ୍ଜିତ ବସ୍ତ୍ରଧାରୀ — Wearing red-coloured cloth.