ରକ୍ତ ଶୋଷା
ଦେଖଣା
ରକ୍ତ ଶୋଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରକ୍ତ ଶୋଷା
|
ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ତ ଶୋଷକ)
[ସମ୍ପାଦନା]- ୧. ଯେ ରକ୍ତ ଶୋଷଣ କରେ —୧. Blood-sucking.
- ୨. (ଲକ୍ଷଣାର୍ଥ)—ଧନ ଶୋଷକ (ରାଜା ବା ମହାଜନ) —୨. (Figurative) (a tyrant or usurer) Sucking riches from people.