ରକ୍ଷା

ଉଇକିଅଭିଧାନ‌ରୁ

ରକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ରକ୍ଷ ଧାତୁ+ଭାବ ଅ+ଆ)[ସମ୍ପାଦନା]

୧. ପାଳନ; ରକ୍ଷଣ — ୧. Preserving; protecting; defending; maintenance.
୨. ପୃଥିବୀର ପାଳନ ବା ଭକ୍ଷଣ — ୨. The protecting of the world and its beings.

[ଦ୍ରଷ୍ଟବ୍ୟ —ପୁରାଣର ଦଶ ଲକ୍ଷଣ ମଧ୍ୟରୁ ରକ୍ଷା ଏକତମ ଅଟେ ଏଥିର ଅର୍ଥ ପୃଥିବୀର ବା ପୃଥିବୀସ୍ଥ ପ୍ରାଣୀଙ୍କର ପାଳନ ଜଗନ୍ନାଥ ଭାଗବତ ଦ୍ୱାଦଶ ସ୍କନ୍ଧ ସପ୍ତମ ଅଧ୍ୟାୟ ଅନୁସନ୍ଧେୟ]

୩. ଲାକ୍ଷା; ଲାଖ —୩. Lac.
୪. ଭସ୍ମ; ପାଉଁଶ —୪. Ashes.
୫. (+କରଣ ଅ) ରାଖୀ; ହାତରେ ବନ୍ଧାଯିବା ତାଗା —୫. A string wound round the wrist to act as a preservative.

[ଦ୍ରଷ୍ଟବ୍ୟ —ଏହା ଶ୍ରାବଣ (ଗହ୍ମା ବା ରାକ୍ଷି) ପୂର୍ଣ୍ଣିମା ଦିନ ହାତରେ ବନ୍ଧା ଯାଏ]

୬. ଅବ୍ୟାହତି; ବିପଦାଦିରୁ ନିଷ୍କୃତି —୬. Extrication; liberation; acquittance.
୭. ତ୍ରାଣ; ମୁକ୍ତି —୭. Salvation; deliverance; acquittal.
୮. ଜଗିବା —୮. Watching; guarding.
୯. ଆଶ୍ରୟ ଦେବା —୯. Giving of shelter.
୧. ତତ୍ତ୍ୱାବଧାରଣ —୧୦. Superintendence.
୧୧. ବିନାଶରୁ ବା ବିପଦରୁ ବା କଷ୍ଟରୁ ରଖିବା —୧୧. Saving from danger, trouble or ruin.
୧୨. ବିପଦ ଆପଦରେ ନ ପଡ଼ିବା ଅବସ୍ଥା —୧୨. Security from danger or calamity; warding off of danger.
୧୩. ରକ୍ଷା ବଚ ବା ଡ଼େଉଁରିଆ — ୧୩. An amulet or mystical object worn as a charm or preservative (Apte).

ଦେଶଜ - ଅ[ସମ୍ପାଦନା]

ରକ୍ଷା ହେଲା (ଦେଖ) - —Rakshā helā (See)