Jump to content

ରଖାଇବା

ଉଇକିଅଭିଧାନ‌ରୁ

ରଖାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

(ରକ୍ଷ ଧାତୁ ଣିଜନ୍ତ; ରଖିବା କ୍ରିୟାର ପ୍ରୟୋଜକ ରୂପ) —The causative form of Rakhiba.)

୧. ଅନ୍ୟ ବ୍ୟକ୍ତିଦ୍ୱାରା ରଖିବା କ୍ରିୟା କରାଇବା —୧. To cause to be kept; to cause one to keep.
୨. ଅପେକ୍ଷା କରାଇବା — ୨. To cause to wait.
୩. ଜଗାଇବା; ଜଗୁଆଳି ରୂପେ ରଖିବା —୩. To keep as a guard.

[ଉ—ଫଉଜ ତୁଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀ ଧାରିଣୀକି କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ]