ରଖୁଆଳ
ଦେଖଣା
ରଖୁଆଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଖୁଆଳ
|
ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ଷାପାଳ; ରକ୍ଷାକର ରକ୍ଷାକାରୀ)
[ସମ୍ପାଦନା]ରକ୍ଷା କାରକ —Saving; protecting.
ବିଶେଷ୍ୟ -
[ସମ୍ପାଦନା]- ୧. ରକ୍ଷକ ବ୍ୟକ୍ତି —୧. Protector; patron.
[ଉ—ଆମ୍ଭେ ତୁମ୍ଭଙ୍କୁ ରଖୁଆଳ, ଭୟ ନ କରି ତୁମ୍ଭେ ଚଳ—ରାମଦାସ. ଦାଢ୍ୟତାଭକ୍ତି]
- ୨. ଗୋରୁ ଆଦି ଜଗିବା ବ୍ୟକ୍ତି; ଜଗୁଆଳ; ପାଳକ — ୨. A person who tends cattle.
[ଉ—ଯଥା ମହାବଳ, ରଖୁଆଳଶୂନ୍ୟ ଗେଷ୍ଠେ ପଶି, ଅବହେଳେ ବିନାଶେ ଗୋଯୂଥ ଚିନ୍ତାମଣି. ବିକ୍ରମାଦିତ୍ୟ]
[ଦ୍ରଷ୍ଟବ୍ୟ — ଗୋମେଷାଦି ପାଳିତ ଜୀବମାନଙ୍କ ସଙ୍ଗେ ଏ ଶବ୍ଦ ଯୁକ୍ତ ହୁଏ ଯଥା—ଗୋରୁ ରଖୁଆଳ, ଛେଳି ରଖୁଆଳ ଇତ୍ୟାଦି]
- ୩. ପହରାବାଲା —୩. Watchman.