ରଖୁଆଳି

ଉଇକିଅଭିଧାନ‌ରୁ

ରଖୁଆଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ଷାପାଳ; ରକ୍ଷାକର ରକ୍ଷାକାରୀ)[ସମ୍ପାଦନା]

ରକ୍ଷା କାରକ —Saving; protecting.

ବିଶେଷ୍ୟ -[ସମ୍ପାଦନା]

୧. ରକ୍ଷକ ବ୍ୟକ୍ତି —୧. Protector; patron.

[ଉ—ଆମ୍ଭେ ତୁମ୍ଭଙ୍କୁ ରଖୁଆଳ, ଭୟ ନ କରି ତୁମ୍ଭେ ଚଳ—ରାମଦାସ. ଦାଢ୍ୟତାଭକ୍ତି]

୨. ଗୋରୁ ଆଦି ଜଗିବା ବ୍ୟକ୍ତି; ଜଗୁଆଳ; ପାଳକ — ୨. A person who tends cattle.

[ଉ—ଯଥା ମହାବଳ, ରଖୁଆଳଶୂନ୍ୟ ଗେଷ୍ଠେ ପଶି, ଅବହେଳେ ବିନାଶେ ଗୋଯୂଥ ଚିନ୍ତାମଣି. ବିକ୍ରମାଦିତ୍ୟ]

[ଦ୍ରଷ୍ଟବ୍ୟ — ଗୋମେଷାଦି ପାଳିତ ଜୀବମାନଙ୍କ ସଙ୍ଗେ ଏ ଶବ୍ଦ ଯୁକ୍ତ ହୁଏ

ଯଥା—ଗୋରୁ ରଖୁଆଳ, ଛେଳି ରଖୁଆଳ ଇତ୍ୟାଦି] 

୩. ପହରାବାଲା —୩. Watchman.