ରଗଡ଼ବାଜ୍

ଉଇକିଅଭିଧାନ‌ରୁ

ରଗଡ଼ବାଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ରଗଡ଼ ବାଜିଆ, ରଗଡ଼ମ୍ୱାଜ, ରଗଡ଼ିଆଅନ୍ୟରୂପ

(ରଗଡ଼ବାଜି, ରଗଡ଼ମ୍ୱାଜ, ରଗଡ଼ିଆପଣ—ବି)

ଦେଶଜ - ବିଶେଷଣ -[ସମ୍ପାଦନା]

୧. କୌତୁକ ପ୍ରିୟ; ମଜାଦାର୍ — ୧. Fond of amusement.
୨. ମଉଜୀ; ଆମୋଦ ପ୍ରିୟ —୨. Fond of merriment; merry.
୩. ହପ୍ପା ପ୍ରିୟ —୩. Fond of paroxyms; acting according to the whim or heat of the moment.