ରଘୁନାଥ ରାଜଗୁରୁ

ଉଇକିଅଭିଧାନ‌ରୁ

ରଘୁନାଥ ରାଜଗୁରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଉତ୍କଳୀୟ ପଣ୍ଡିତବିଶେଷ — Name of an Oriya Pandit.

[ଦ୍ରଷ୍ଟବ୍ୟ —ଏ ଖଲ୍ଲି କୋଟର ସ୍ୱର୍ଗୀୟ ରାଜା (ବର୍ତ୍ତମାନ ରାଜା ରାମଚନ୍ଦ୍ରଙ୍କକ ପିତାମହ) ନାରାୟଣ ମର୍ଦ୍ଦରାଜ ଦେବଙ୍କ ଦେବାନ ଥିଲେ ଏ ଜଣେ ଓଡ଼ିଆ ବ୍ରାହ୍ମଣ ଓ ସଂସ୍କୃତଜ୍ଞ ପଣ୍ଡିତ ଥିଲେ ଏ କବିସୂର୍ଯ୍ୟଙ୍କ ଚଉପଦିରତ୍ନାକରର ଅନୁକରଣରେ 'ଚଉପଦି କଳାନିଧି' ନାମରେ ଖଣ୍ଡିଏ ସଙ୍ଗୀତ (ଚଉପଦି) ଗ୍ରନ୍ଥ ରଚଟନା କରିଥିଲେ ଓ ଏ ଅନେକଗୁଡ଼ିଏ ଓଡ଼ିଆ ଚଉତିଶା ରଚନା କରିଥିଲେ ଚିକିଟି ରାଜ୍ୟରେ ଅଧୁନା ଅଭିନୀତ ରାସଲୀଳା ଗ୍ରନ୍ଥର ମଧ୍ୟ ଏ ରଚକ ଥିଲେ]