ରଙ୍କା
ଦେଖଣା
ରଙ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ରଙ୍କ)
[ସମ୍ପାଦନା]କୌଣସି ବିଷୟପ୍ରତି ଲାଳସା; ଭୋଜ୍ୟବସ୍ତୁ ପ୍ରତି ଲାଳସା; ଟକ —Hankering after a thing; inordinate hankering after a peculiar food.
ଅନୁବାଦ
[ସମ୍ପାଦନା]ରଙ୍କା
|
ବିଶେଷଣ -
[ସମ୍ପାଦନା]- ୧. ଲୋଭୀ — ୧. Avaricious.
- ୨. ଭୋଜନ ଲୋଭୀ —୨. Greedy; avaricious after food.
- ୩. କୌଣସି ବିଷୟ ପାଇଁ ଲାଳାୟିତ —୩. Hankering after any thing.