ରଙ୍ଗିବା
ଦେଖଣା
ରଙ୍ଗିବା
ଉଚ୍ଚାରଣ
[ସମ୍ପାଦନା][ରଙ୍ଗି ଯିବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଡ଼ଜାତ, ବୌଦ)କ୍ରିୟାପଦ - (ସଂସ୍କୃତ - ରଙ୍ଗଧାତୁ; ତୁଳ. ହିନ୍ଦୀ - ରେଂଗ୍ନା)
[ସମ୍ପାଦନା]ସାପ ପରି ବଙ୍କେଇ ବଙ୍କେଇ ଯିବା — To move in a crooked manner.
ପ୍ରାଦେଶିକ - [ସମ୍ୱଲପୁର]କ୍ରିୟାପଦ -
[ସମ୍ପାଦନା]ଚାଲିବା — To walk.
ପ୍ରାଦେଶିକ - [ଆଠମଲ୍ଲିକ]କ୍ରିୟାପଦ -
[ସମ୍ପାଦନା]ହାମୁଡ଼େଇବା — To crawl; to creep.