ରଙ୍ଗିବା

ଉଇକିଅଭିଧାନ‌ରୁ

ରଙ୍ଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରଙ୍ଗି ଯିବା—ଅନ୍ୟରୂପ]

  • (file)

ପ୍ରାଦେଶିକ - (ଗଡ଼ଜାତ, ବୌଦ)କ୍ରିୟାପଦ - (ସଂସ୍କୃତ - ରଙ୍ଗଧାତୁ; ତୁଳ. ହିନ୍ଦୀ - ରେଂଗ୍ନା)[ସମ୍ପାଦନା]

ସାପ ପରି ବଙ୍କେଇ ବଙ୍କେଇ ଯିବା — To move in a crooked manner.

ପ୍ରାଦେଶିକ - [ସମ୍ୱଲପୁର]କ୍ରିୟାପଦ -[ସମ୍ପାଦନା]

ଚାଲିବା — To walk.

ପ୍ରାଦେଶିକ - [ଆଠମଲ୍ଲିକ]କ୍ରିୟାପଦ -[ସମ୍ପାଦନା]

ହାମୁଡ଼େଇବା — To crawl; to creep.