ରଙ୍ଗୀ

ଉଇକିଅଭିଧାନ‌ରୁ

ରଙ୍ଗୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରଙ୍ଗିଣୀ (ନୀ)—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଙ୍ଗ+ ଇନ୍ ୧ମା ୧ବ,)[ସମ୍ପାଦନା]

୧. ରଙ୍ଗିଆ (ଦେଖ) - ୧. Raṅgiā (See)
୨. (ଅମୁକପ୍ରତି) ଆସକ୍ତ —୨. Attached to; devoted to.

[ଦ୍ରଷ୍ଟବ୍ୟ —ଏହା ମଧ୍ୟ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୁଏ ଯଥା—ରଣରଙ୍ଗୀ, ନୃତ୍ୟରଙ୍ଗୀ]

୩. ରଞ୍ଜନକାରୀ —୩. Colouring; dyeing (Apte).
୪. (ଅମୁକ ବିଷୟର) ପ୍ରିୟ —୪. Fond of (Apte).
୫. କ୍ରୋଧୀ; ସହଜରେ ଉତ୍ତେଜିତ —୫. Passaionte (Apte); irritable.
୬. ରଙ୍ଗଭୂମିରେ ଅଭିନୟକାରୀ — ୬. Acting on a stage (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନାଲିରଙ୍ଗବିଶିଷ୍ଟ —୧. Red.

[କାଳୀ କସ୍ତୁରୀ ଧଳୀ ରଙ୍ଗୀ—ଭୂପତି. ପ୍ରେମପଞ୍ଚାମୃତ]

୨. (ପୁଂ) ରଙ୍ଗାଧର ନାମକ ବ୍ୟକ୍ତିର ଆଦରାର୍ଥକ ଡାକନାମ — ୨. Name for calling Raṅgādhara
୩. (ସ୍ତ୍ରୀ) ରଙ୍ଗବତୀର ଡାକନାମ —୩. A name for calling Raṅgabatī.