ରଙ୍ଗୀ
ଦେଖଣା
ରଙ୍ଗୀ
ଉଚ୍ଚାରଣ
[ସମ୍ପାଦନା][ରଙ୍ଗିଣୀ (ନୀ)—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଙ୍ଗ+ ଇନ୍ ୧ମା ୧ବ,)
[ସମ୍ପାଦନା]- ୧. ରଙ୍ଗିଆ (ଦେଖ) - ୧. Raṅgiā (See)
- ୨. (ଅମୁକପ୍ରତି) ଆସକ୍ତ —୨. Attached to; devoted to.
[ଦ୍ରଷ୍ଟବ୍ୟ —ଏହା ମଧ୍ୟ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୁଏ ଯଥା—ରଣରଙ୍ଗୀ, ନୃତ୍ୟରଙ୍ଗୀ]
- ୩. ରଞ୍ଜନକାରୀ —୩. Colouring; dyeing (Apte).
- ୪. (ଅମୁକ ବିଷୟର) ପ୍ରିୟ —୪. Fond of (Apte).
- ୫. କ୍ରୋଧୀ; ସହଜରେ ଉତ୍ତେଜିତ —୫. Passaionte (Apte); irritable.
- ୬. ରଙ୍ଗଭୂମିରେ ଅଭିନୟକାରୀ — ୬. Acting on a stage (Apte).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାଲିରଙ୍ଗବିଶିଷ୍ଟ —୧. Red.
[କାଳୀ କସ୍ତୁରୀ ଧଳୀ ରଙ୍ଗୀ—ଭୂପତି. ପ୍ରେମପଞ୍ଚାମୃତ]
- ୨. (ପୁଂ) ରଙ୍ଗାଧର ନାମକ ବ୍ୟକ୍ତିର ଆଦରାର୍ଥକ ଡାକନାମ — ୨. Name for calling Raṅgādhara
- ୩. (ସ୍ତ୍ରୀ) ରଙ୍ଗବତୀର ଡାକନାମ —୩. A name for calling Raṅgabatī.