ରଜ୍ଜୁ
ଦେଖଣା
ରଜ୍ଜୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ସ୍ମଜ୍ ଧାତୁ=ସୃଷ୍ଟି କରିବା+କର୍ମ ଉ; ନିପାତନ)
[ସମ୍ପାଦନା]- ୧. ଦଉଡ଼ି; ବନ୍ଧନୀ —୧. Bond; cord; rope; string.
- ୨. ବେଣୀ —୨. Plait; braid.
- ୩. ବେଣୀ ବନ୍ଧା ହୋଇଥିବା କେଶଗୁଚ୍ଛ —୩. A plait of hair; a lock of braided hair.
- ୪. ଘୋଡ଼ାର ବାଗଡ଼ୋର (ହିନ୍ଦୀ - ଶ) —୪. The rope attached to the bit of a horse.
- ୫. ମେରୁଦଣ୍ଡରୁ ବାହାରି ଥିବା ପେଶୀବିଶେଷ —୫. Name of a sinew proceeding from the vertebral column (Apte).