ରଞ୍ଜିତ
ଦେଖଣା
ରଞ୍ଜିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ)
[ସମ୍ପାଦନା]- ୧. ରଙ୍ଗ କରା ଯାଇଥିବା —୧. Dyed; coloured.
- ୨. ଚିତ୍ରିତ —୨. Painted.
- ୩.
ସନ୍ତୋଷିତ; ମୋହିତ; ତର୍ପିତ —୩. Pleased; satisfied; gladdened.
- ୪. ଯାହାଠାରେ ଅନୁରାଗ ଜନ୍ମାଇ ଦିଆ ଯାଇଅଛି —୪. In whom the seeds of attachment have been sown.
- ୫. ମୁଗ୍ଧ —୫. Charmed (M.W.)
- ୬. ଅନୁରକ୍ତ (ହିନ୍ଦୀ - ଶ) —୬. Attached.
- ୭. ଆଲୋକିତ — ୭. Illumined (M.W.)