ରଞ୍ଜିତ

ଉଇକିଅଭିଧାନ‌ରୁ

ରଞ୍ଜିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ)[ସମ୍ପାଦନା]

୧. ରଙ୍ଗ କରା ଯାଇଥିବା —୧. Dyed; coloured.
୨. ଚିତ୍ରିତ —୨. Painted.
୩.
ସନ୍ତୋଷିତ; ମୋହିତ; ତର୍ପିତ —୩. Pleased; satisfied; gladdened.

୪. ଯାହାଠାରେ ଅନୁରାଗ ଜନ୍ମାଇ ଦିଆ ଯାଇଅଛି —୪. In whom the seeds of attachment have been sown.
୫. ମୁଗ୍ଧ —୫. Charmed (M.W.)
୬. ଅନୁରକ୍ତ (ହିନ୍ଦୀ - ଶ) —୬. Attached.
୭. ଆଲୋକିତ — ୭. Illumined (M.W.)