ରଣ ସ୍ତମ୍ଭ

ଉଇକିଅଭିଧାନ‌ରୁ

ରଣ ସ୍ତମ୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ମ. ପ. ଲୋ][ସମ୍ପାଦନା]

୧. ସମରକ୍ଷେତ୍ରରେ ଯୁଦ୍ଧର ସ୍ମୃତିଚିହ୍ନ— ରୂପେ ପ୍ରୋଥିତ ବା ରଚିତ ସ୍ତମ୍ଭ — ୧. A pillar on the battlefield as a monument of battle.
୨. ଜୟ ସ୍ତମ୍ଭ —୨. A triumphal pillar; a pillar raised as a memorial of victory.
୩. ଯୁଦ୍ଧର ସ୍ମୃତି ଚିହ୍ନ ସ୍ୱରୂପ ଅନ୍ୟତ୍ର ପ୍ରୋଥିତ ସ୍ତମ୍ଭ —୩. War-memorial column.
୪. ଭାରତର ଉତ୍ତର ପଶ୍ଚିମ ରାଜପୁତନା ଅନ୍ତର୍ଗତ ଦେଶବିଶେଷ; ଚିତୋର —୪. Chittor of Rājuptana in N.W. India.