ରତରତ ହେବା
ଦେଖଣା
ରତରତ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସୂର୍ଯ୍ୟ କର୍ତ୍ତା ସଙ୍ଗେ ଯୁକ୍ତ)
[ସମ୍ପାଦନା]ରତା ମାରିବା —About to set.
ଦେଶଜ - ବିଶେଷ୍ୟ - (ଦିନ ବା ବେଳ କର୍ତ୍ତା ସଙ୍ଗେ ଯୁକ୍ତ)
[ସମ୍ପାଦନା]ବୁଡ଼ିବାର ଅବ୍ୟହିତ ପୂର୍ବାବସ୍ଥା —Time just before (sunset).
[ପ୍ରୟୋଗ—ଦିନ ରତରତ ହେଲାଣି =ବର୍ତ୍ତମାନ ସନ୍ଧ୍ୟା ବୁଡ଼ିବ; ସୂର୍ଯ୍ୟ ରତରତ ହେଲେଣି= ସୂର୍ଯ୍ୟ ଅସ୍ତାଚଳୋନ୍ମୁଖ ହେଲେଣି (The sun is about to set)]