ରତି ପ୍ରାର୍ଥନା

ଉଇକିଅଭିଧାନ‌ରୁ

ରତି ପ୍ରାର୍ଥନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ରତି ପ୍ରାର୍ଥୀ—ପୁଂ, ରତି ପ୍ରାର୍ଥିନୀ—ସ୍ତ୍ରୀ ବିଣ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ରତି ବିଷୟକ ପ୍ରାର୍ଥନା)[ସମ୍ପାଦନା]

କାମାତୁର ପୁରୁଷର ସ୍ତ୍ରୀକୁ କିମ୍ୱା କାମାତୁରା ନାରୀର ପୁରୁଷକୁ ସମ୍ଭୋଗ କରିବା ପାଇଁ ଅନୁନୟ —Solieitation made to am man by a woman or vice versa, for satisfaction of one's lust.