ରତ୍ନବଟ
ଦେଖଣା
ରତ୍ନବଟ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (କଟକ ଜିଲ୍ଲା) ବିଶେଷ୍ୟ -
[ସମ୍ପାଦନା]ଅଟ୍ୟୁତାନନ୍ଦ ଦାସଙ୍କ ଓଡ଼ିଆ ମାଳିକାରେ ବର୍ଣ୍ଣିତ କଟକ ଜିଲ୍ଲାରେ କଟକର ୧୩: ମାଇଲ ପୂର୍ବେ ସୂଗଭୀର, ଦେବମନ୍ଦିରଗର୍ଭକ ରତ୍ନଜୋଡ଼ି ନାମକ ଜଳାଶୟର ତୀରରେ ଥିବା ବର ଗଛ —Name of a banina tree mentioned in the Māḻikā where it is foretold that the devotees will assemble.
[ଦ୍ରଷ୍ଟବ୍ୟ —ଏହା ନିକଟରେ ଗୁଡ଼ିଏ ମାଳିକାବିଶ୍ୱାସୀ ସାଧୁସନ୍ଥଙ୍କର ବର୍ଷକେ ଥରେ ମେଳା ହୁଏ ଏହିଟାରେ କଳିଯୁଗ ଶେଷରେ ଭକ୍ତ— ମାନେ ମିଳିତ ହୋଇ ଧ୍ରମର ଜୟ ଘୋଷଣା କରିବେ ବୋଲି ମାଳିକା ଡାକୁଛି]