Jump to content

ରଦ୍ଦ୍

ଉଇକିଅଭିଧାନ‌ରୁ

ରଦ୍ଦ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

(ଅ. ରଦ୍; ରକ୍)—ପରବର୍ତ୍ତୀ ଆଦେଶ—ଦ୍ୱାରା ହୁକୁମ ଆଦିର ପରିବର୍ତ୍ତନ; ଖଣ୍ଡନ; ରହିତ— କରଣ —Cancellation (of an order); setting aside; overruline; abrogation; abolition.

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ପରବର୍ତ୍ତିତ; ଖଣ୍ଡିତ — Cancelled; repealed; abrogated; rescinded; overruled.