Jump to content

ରନ୍ଥାଳି ପକାଇବା

ଉଇକିଅଭିଧାନ‌ରୁ

ରନ୍ଥାଳି ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ରନ୍ଥାଳିବା ରନ୍ଥିବା ରନ୍ଥିପକା(କେ)ଇବା ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିକଳ ହୋଇ କୌଣସି ପଦାର୍ଥକୁ ବା ଖାଦ୍ୟକୁ ଦରାଣ୍ଡିବା — ୧. To grope after a thing or food with eagerness.
୨. ହଜିଥିବା ବସ୍ତୁକୁ ଅତି ଆତୁରତା ସହିତ ଦରାଣ୍ଡିବା — ୨. To grope after a lost or missing thing.
୩. କୌଣସି ସ୍ଥାନକୁ ମନ୍ଥି ପକାଇବା —୩. To thoroughly stir or agitate a place.