Jump to content

ରବା

ଉଇକିଅଭିଧାନ‌ରୁ

ରବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫା—ରବାବ୍)

[ସମ୍ପାଦନା]
୧. ବୀଣା ବା ସୀତାର ଜାତୀୟ ବାଦ୍ୟଯନ୍ତ୍ର —୧. A kind of guitar.

(ଉ—ରବା— ମୃଦଙ୍ଗ ବୀଣା ତାଳ, ବିବିଧ ବାଦ୍ୟ ସୁରସାଳ ଭୂପତି— ପ୍ରେମପଞ୍ଚାମୃତ)

[ଦ୍ରଷ୍ଟବ୍ୟ —ଭାରତବର୍ଷରେ ଯବନାଧିକାର ପୂର୍ବେ ଏହି ଯନ୍ତ୍ର 'ରୁଦ୍ର ବୀଣା' ନାମରେ ବ୍ୟବହୃତ ହେଉଥିଲା ମୁସଲ୍ମାନମାନଙ୍କ ଅମଳରେ ଏହି ଯନ୍ତ୍ରକୁ ସେମାନେ 'ରବାବ୍' ନାମରେ ବ୍ୟବହାର କଲେ ଏହାର ଲାଉ (ଖୋଳ) ଓ ଦଣ୍ଡ ଗୋଟିଏ ଅଖଣ୍ଡ କାଷ୍ଠଦ୍ୱାରା ନିର୍ମିତ ଖୋଳ ଛଗାଦିର ପତଳା ଚମର ଛୁଆଣି ହୋଇଥାଏ ପ୍ରଥମେ ଏଥିରେ ଦୁଇଟି ତାର ଥିଲା, ପରେ ୩ଟି ଓ ତତ୍ ପରେ ୪ଟି ତାର ଲଗାଗଲା ପାରସ୍ୟର ବସୁଦ୍ଗ୍ରାମ ନିବାସୀ ଅବଦୁଲ୍ଲା ନାମକ ଜଣେ ସଙ୍ଗୀତଜ୍ଞ ଏହାକୁ ପ୍ରାୟ ୧ ବର୍ଷ ପୂର୍ବେ ପ୍ରଥମେ ମିସଲମାନ୍ମାନଙ୍କ ମଧ୍ୟରେ ଆବିଷ୍କାର କରି ଏହା ନାମ 'ରୁବେକ୍' ଦେଇଥିଲେ ସ୍ପେନ୍ ଦେଶ ପ୍ରଚଳିତ guitatr . (ଗୀତାର୍) ନାମକ ସୀତାର ପରି ଏହାର ଆକୃତି ଏହାକୁ କାଠି ସାହାଯ୍ୟରେ ବଜାଇବାକୁ ହୁଏ

୨. (ପ୍ରାଚୀନ ପଦ୍ୟ) (ଫାରାସୀ - ଅବାଜ) ଧ୍ୱନି —୨. Sound.

[ଉ—ବୀର ଯେତେ ସେନା ବାର ରସାସାର ଗବା ତେବେ ରବି ଭଞ୍ଜ. ବୈଦେହିଶ— ବିଳାସ]