ରବାଜ୍
ଦେଖଣା
ରବାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରବାଜ୍)
[ସମ୍ପାଦନା]- ୧. ଦେଶ ବା ପରିବାର ଆଦିରେ ପ୍ରଚଳିତ ଚିଚାଚରିତ ପ୍ରଥା; ରୀତି; ପ୍ରଥା —୧. Custom; ysage.
- ୨. ଆଚରଣ — ୨. Conduct.
- ୩. ଅଭ୍ୟାସ —୩. Habit.
- ୪. ସାମୟିକ ଘଟନା —୪. Circumstances happening at a time.
- ୫. ଘଟନାର ଅବସ୍ଥା —୫. State of things; circumstances.
ରବାଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ରେବାଜ୍)
[ସମ୍ପାଦନା]- ୧. ରୀତି — ୧. Custom.
- ୨. ଅଭ୍ୟାସ — ୨. Habit.