ରବାଜ୍

ଉଇକିଅଭିଧାନ‌ରୁ

ରବାଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରବାଜ୍)[ସମ୍ପାଦନା]

୧. ଦେଶ ବା ପରିବାର ଆଦିରେ ପ୍ରଚଳିତ ଚିଚାଚରିତ ପ୍ରଥା; ରୀତି; ପ୍ରଥା —୧. Custom; ysage.
୨. ଆଚରଣ — ୨. Conduct.
୩. ଅଭ୍ୟାସ —୩. Habit.
୪. ସାମୟିକ ଘଟନା —୪. Circumstances happening at a time.
୫. ଘଟନାର ଅବସ୍ଥା —୫. State of things; circumstances.



ରବାଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ରେବାଜ୍)[ସମ୍ପାଦନା]

୧. ରୀତି — ୧. Custom.
୨. ଅଭ୍ୟାସ — ୨. Habit.