ରବିବାର

ଉଇକିଅଭିଧାନ‌ରୁ

ରବିବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ରବିବାସର—ଅନ୍ୟରୂପ)

ସଂସ୍କୃତ - ବି[ସମ୍ପାଦନା]

ସପ୍ତାହର ଗୋଟିଏ ବାର —Sunday; one of the seven days of the week.

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟିୟାନ୍ମାନଙ୍କ ଧର୍ମଶାସ୍ତ୍ର ଅନୁସାରେ ଈଶ୍ୱର ଛଅ ଦିନକାଳ ପୃଥିବୀରେ ସୃଷ୍ଟି— କ୍ରିୟାରେ ଲାଗି ରବିବାର ଦିନ ବିଶ୍ରାମ ନେଇଥିଲେ ଓ ଖ୍ରୀଷ୍ଟିୟାନ୍ମାନଙ୍କର ମଧ୍ୟ ଏହା ବିଶ୍ରାମ ବାସର (Sabbath) ଅଟେ

ହିନ୍ଦୁ ଜ୍ୟୋତିଷ ମତରେ— ରବିବାରରେ ସ୍ତ୍ରୀ ଓ ପ୍ରଥମେ ରଜସ୍ୱଳା ହେଲେ ବିଧବା ହୁଏ ରବିବାରରେ ଜ୍ୱର ଆକ୍ରମଣ କଲେ ୭ଦିନ କଷ୍ଟଭୋଗ କରାଏ ରବିବାରରେ କେତେକ ଶୁଭକର୍ମ ନିଷିଦ୍ଧ ରବିବାର ଦିନ ଏକାଦଶୀ ପଡ଼ିଲେ ରବିନାରାୟଣ— ବ୍ରତ ହୁଏ]