ରମଜାନ୍
ଦେଖଣା
ରମଜାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ରମ୍ଜାନ୍; ଏଥିର ଅକ୍ଷରିକ ଅର୍ଥ ଜଳିଯିବା, ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)
[ସମ୍ପାଦନା]ସାବାନ୍ର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ; ମୁସଲମାନ୍ ବର୍ଷର ୯ମ ମାସ —The ୯th Mahomedan month.
[ଦ୍ରଷ୍ଟବ୍ୟ —ଏ ମାସରେ ମୁସଲମାନ୍ମାନେ ଦିବସରେ ନିର୍ଜଳ ଉପବାସ ବ୍ରତ କରନ୍ତି ଏହି ମାସ ଶେଷରେ ମୁସଲମାନମାନଙ୍କ ଇଦ୍ ବା ଇଦୁଲ୍ ଫିତର୍ ପର୍ବ ହୁଏ]